କାହା କଥା ଶୁଣୁ ନାହାନ୍ତି ଗେହଲଟ୍‌

ରାଜସ୍ଥାନ କଂଗ୍ରେସରେ ବଡ ସଙ୍କଟ। ଘଡ଼ିକେ ଘୋଡ଼ା ଛୁଟୁଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଅଶୋକ ଗେହଲଟ। ଏହକୁ ନେଇ ସଚିନ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଅଶୋକ ଗେହଲଟଙ୍କ ମନୋନୀତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୯୦ରୁ ଅଧିକ ବିଧାୟକଙ୍କ ଦାବି ଉଠାଇଛନ୍ତି।

gehlot

Debendra Prusty
  • Published: Tuesday, 27 September 2022
  • , Updated: 27 September 2022, 11:03 AM IST

ରାଜସ୍ଥାନ କଂଗ୍ରେସରେ ବଡ ସଙ୍କଟ। ଘଡ଼ିକେ ଘୋଡ଼ା ଛୁଟୁଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଅଶୋକ ଗେହଲଟ। ଏହକୁ ନେଇ ସଚିନ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଅଶୋକ ଗେହଲଟଙ୍କ ମନୋନୀତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୯୦ରୁ ଅଧିକ ବିଧାୟକଙ୍କ ଦାବି ଉଠାଇଛନ୍ତି।

https://youtu.be/CRVHootpaWA

Related story