Advertisment

ପାଇଲଟଙ୍କୁ ଡରି ଗେହେଲଟଙ୍କ ୩ ସର୍ତ୍ତ

ରାଜସ୍ଥାନ ଛାଡ଼ିବାକୁ ନାରାଜ ଗେହଲଟ। କଂଗ୍ରେସର ସଭାପତି ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗାନ୍ଧି ପରିବାରର ପ୍ରଥମ ପସନ୍ଦ ହୋଇଥିବା ବେଳେ ସେ କିନ୍ତୁ ଏହି ପଦ ପାଇଁ ଅମଙ୍ଗ। ନିଜ ନିଷ୍ପତିରେ ଦୋ ଦୋ-ପାଞ୍ଚ ଅବସ୍ଥାରେ ଥିବା ଅଶୋକ ଗେହଲଟ ମଙ୍ଗଳବାର ରାତିରେ ବିଧାୟକଙ୍କ ବୈଠକ ଡାକିଥିଲେ। କିନ୍ତୁ ଏହି ବୈଠକରେ ସଚିନ ପାଇଲଟ ଯୋଗ ଦେଇ ନଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବାକୁ ଚାହୁଁଛନ୍ତି।

ପାଇଲଟଙ୍କୁ ଡରି ଗେହେଲଟଙ୍କ ୩ ସର୍ତ୍ତ

gehlot

AICC President Ashok Gehlot Sachin Pilot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe