Advertisment

ଝିଅ ହିଁ ଅମୂଲ୍ୟ ସମ୍ପଦ

ଆଜିର ସମାଜରେ ଜଣେ ଝିଅ, ଗୋଟେ ପୁଅ ଠାରୁ କୌଣସି ଗୁଣରେ କମ୍ ନୁହେଁ। ପ୍ରତ୍ୟେକ ସଫଳତା କ୍ଷେତ୍ରରେ ଜଣେ ମହିଳାଙ୍କୁ ଭେଟିବା ନିଶ୍ଚିତ। ସେଥିପାଇଁ ତ କୁହାଯାଇଛି, ଦୁହିତା ଦୁଇ କୂଳରେ ହିତା, ଠିକ ସେହିପରି 2 ଜଣ ଛାତ୍ରୀ ବାପା-ମାଆଙ୍କ ନାଁ ଉଚ୍ଚ କରିବା ସହ ନିଜ ଅଞ୍ଚଳର ଗର୍ବ ଓ ସୁନାମ ବଢ଼ାଛନ୍ତି।ଦେଖନ୍ତୁ ଏହି ରିପୋର୍ଟ

author-image
Manasi Mohapatra
ଅଦ୍ୟତନ ହୋଇଛି
ଝିଅ ହିଁ ଅମୂଲ୍ୟ ସମ୍ପଦ

maxresdefault (1)

ଆଜିର ସମାଜରେ ଜଣେ ଝିଅ, ଗୋଟେ ପୁଅ ଠାରୁ କୌଣସି ଗୁଣରେ କମ୍ ନୁହେଁ। ପ୍ରତ୍ୟେକ ସଫଳତା କ୍ଷେତ୍ରରେ ଜଣେ ମହିଳାଙ୍କୁ ଭେଟିବା ନିଶ୍ଚିତ। ସେଥିପାଇଁ ତ କୁହାଯାଇଛି, ଦୁହିତା ଦୁଇ କୂଳରେ ହିତା, ଠିକ ସେହିପରି 2 ଜଣ ଛାତ୍ରୀ ବାପା-ମାଆଙ୍କ ନାଁ ଉଚ୍ଚ କରିବା ସହ ନିଜ ଅଞ୍ଚଳର ଗର୍ବ ଓ ସୁନାମ ବଢ଼ାଛନ୍ତି।ଦେଖନ୍ତୁ ଏହି ରିପୋର୍ଟ

Advertisment

Bhubaneswar Odisha Reporter Special Story