Advertisment

ଝିଅ ହିଁ ଅମୂଲ୍ୟ ସମ୍ପଦ

ଆଜିର ସମାଜରେ ଜଣେ ଝିଅ, ଗୋଟେ ପୁଅ ଠାରୁ କୌଣସି ଗୁଣରେ କମ୍ ନୁହେଁ। ପ୍ରତ୍ୟେକ ସଫଳତା କ୍ଷେତ୍ରରେ ଜଣେ ମହିଳାଙ୍କୁ ଭେଟିବା ନିଶ୍ଚିତ। ସେଥିପାଇଁ ତ କୁହାଯାଇଛି, ଦୁହିତା ଦୁଇ କୂଳରେ ହିତା, ଠିକ ସେହିପରି 2 ଜଣ ଛାତ୍ରୀ ବାପା-ମାଆଙ୍କ ନାଁ ଉଚ୍ଚ କରିବା ସହ ନିଜ ଅଞ୍ଚଳର ଗର୍ବ ଓ ସୁନାମ ବଢ଼ାଛନ୍ତି।ଦେଖନ୍ତୁ ଏହି ରିପୋର୍ଟ

ଅଦ୍ୟତନ ହୋଇଛି
ଝିଅ ହିଁ ଅମୂଲ୍ୟ ସମ୍ପଦ

maxresdefault (1)

Advertisment

ଆଜିର ସମାଜରେ ଜଣେ ଝିଅ, ଗୋଟେ ପୁଅ ଠାରୁ କୌଣସି ଗୁଣରେ କମ୍ ନୁହେଁ। ପ୍ରତ୍ୟେକ ସଫଳତା କ୍ଷେତ୍ରରେ ଜଣେ ମହିଳାଙ୍କୁ ଭେଟିବା ନିଶ୍ଚିତ। ସେଥିପାଇଁ ତ କୁହାଯାଇଛି, ଦୁହିତା ଦୁଇ କୂଳରେ ହିତା, ଠିକ ସେହିପରି 2 ଜଣ ଛାତ୍ରୀ ବାପା-ମାଆଙ୍କ ନାଁ ଉଚ୍ଚ କରିବା ସହ ନିଜ ଅଞ୍ଚଳର ଗର୍ବ ଓ ସୁନାମ ବଢ଼ାଛନ୍ତି।ଦେଖନ୍ତୁ ଏହି ରିପୋର୍ଟ

Advertisment

Odisha Reporter Bhubaneswar Special Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe