Advertisment

ଛାତ୍ରୀଙ୍କ ଚିଠିରେ ସାରଙ୍କ କାରନାମା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରାଯିବା ପରେ ସାମ୍ନାକୁ ଆସୁଛି ପ୍ରଫେସରମାନଙ୍କର କାରନାମା। ପୂର୍ବରୁ ଜଣେ ଛାତ୍ରୀ ଓଡ଼ିଆ ବିଭାଗର ପ୍ରଫେସରଙ୍କ ନାରେ ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଛାତ୍ରୀ ଇତିହାସ ବିଭାଗର ପ୍ରଫେସରଙ୍କ ନାରେ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ଛାତ୍ରୀଙ୍କ ଚିଠିରେ ସାରଙ୍କ କାରନାମା

bhanja bihar

Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରାଯିବା ପରେ ସାମ୍ନାକୁ ଆସୁଛି ପ୍ରଫେସରମାନଙ୍କର କାରନାମା। ପୂର୍ବରୁ ଜଣେ ଛାତ୍ରୀ ଓଡ଼ିଆ ବିଭାଗର ପ୍ରଫେସରଙ୍କ ନାରେ ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଛାତ୍ରୀ ଇତିହାସ ବିଭାଗର ପ୍ରଫେସରଙ୍କ ନାରେ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Advertisment

Bhrahmapur University Bhanja Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe