''ବସରେ ଝିଅମାନେ ଆସିଲା ବେଳେ ବ୍ୟାଗ୍ରେ ଗଞ୍ଜେଇ ନେଇକି ଆସୁଛନ୍ତି। ଆମର ଅଧିକାର ନାହିଁ ଝିଅଙ୍କ ବ୍ୟାଗ୍ ଯାଞ୍ଚ କରିବା। ପୁଲିସ ଆମକୁ ସହଯୋଗ କଲେ ବସରେ ଚାଳାଣ ହେଉଥିବା ଗଞ୍ଜେଇ କାରବାର ବନ୍ଦ କରି ପାରିବୁ''। ଶୁଣନ୍ତୁ ଏନେଇ କଣ କହୁଛନ୍ତି ବସ ମାଲିକ ସଂଘର ସଦସ୍ୟ।
https://youtu.be/quhbJmjN3pA