‘ମୋ ଭାଇକୁ ବାଟ ଛାଡ଼’

‘ବନ୍ଧୁଗଣ ଆପଣ ଦାୟିତ୍ୱ ନେବାକୁ ବାଧ୍ୟ। ଆଉ ଯଦି ଦାୟିତ୍ୱ ନନେଇପାରିବେ ମୋ ଭାଇକୁ ଛାଡ଼ନ୍ତୁ’। ଏଭଳି କହିଛନ୍ତି ବିଜେଡି ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବ। ସେ ତାଙ୍କ ଅଭିଭାଷଣରେ କଣ କହୁଛନ୍ତି ଶୁଣନ୍ତୁ।