gobinda
Advertisment
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। କିଏ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଆଉ କିଏ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ଜେଲର ଚାରିକାନ୍ଥ ଭିତରେ ଏବଂ ସିସି କ୍ୟାମେରାର ନଜର ଭିତରେ ଗୋବିନ୍ଦ କିଭଳି ଏବଂ କାହିଁକି ଆତ୍ମହତ୍ୟା କଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/gobinda-2.jpg)