/odisha-reporter/media/post_attachments/uploads/2022/12/lipika.jpg)
lipika
ମୃତ ଗୋବିନ୍ଦ ସାହୁର ପକେଟରୁ ମିଳିଥିବା ମାଟିଆ ଲଫାପା ଆଡ୍ରେସରେ ବଡ଼ ଝିଅ ଲିପିକା ସାହୁଙ୍କ ନାଁ ରହିଥିବା ସୂଚନା ମିଳିଛି। ଖାମ ଉପରେ ଲେଖାଯାଇଥିବା ଆଡ୍ରେସ ବଡ଼ ଝିଅ ଲିପିକା ସାହୁଙ୍କର। ଲିପିକା ବାଙ୍ଗଲୋରରେ ରହୁଛନ୍ତି। ମୃତ ଗୋବିନ୍ଦ ବଡ଼ ଝିଅଙ୍କୁ ଚିଠିରେ କଣ ଲେଖିଥିଲେ? ଦୁଇ ପୃଷ୍ଠାର ଚିଠିରେ କଣ ଲେଖାହୋଇଛି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
