Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ଭଗବାନ ଭରସା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିଛି ଗାଡ଼ି ଚୋରି ହୋଇଗଲା। ପୁଲିସକୁ ଏନେଇ ପଚାରିବାରୁ ସେ କହିଲେ ଭଗବାନ ଭରସା। ମୁଁ ୩୫୫ ଟଙ୍କା ଦେଇ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇଲି। ହେଲେ ମୋ ଗାଡ଼ି ଚୋରି ହୋଇଗଲା। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇକି ଲାଭ କଣ? ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବଦଳରେ ମୋତେ କଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଜଣେ ସାଧାରଣ ନାଗରିକ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ଭଗବାନ ଭରସା

hsrp

Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିଛି ଗାଡ଼ି ଚୋରି ହୋଇଗଲା। ପୁଲିସକୁ ଏନେଇ ପଚାରିବାରୁ ସେ କହିଲେ ଭଗବାନ ଭରସା। ମୁଁ ୩୫୫ ଟଙ୍କା ଦେଇ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇଲି। ହେଲେ ମୋ ଗାଡ଼ି ଚୋରି ହୋଇଗଲା। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇକି ଲାଭ କଣ? ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବଦଳରେ ମୋତେ କଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଜଣେ ସାଧାରଣ ନାଗରିକ।

Advertisment

God Save Hsrp Number Plate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe