ଦେଶ news ତୁମକୁ ଧର୍ମ ସହିବ ନାହିଁ ମାଉସୀ ମା ମନ୍ଦିର ଠାରେ ପୋଡପୀଠା ପୂଜାକୁ ନେଇ ବିବାଦୀୟ ସ୍ଥିତି। ପାରିବାରିକ ବିବାଦ ଯୋଗୁ ଟଣା ଓଟରା , ଠେଲା ପେଲା। ଠେଲା ପେଲାରେ ପୋଡପୀଠା ହାଣ୍ଡି ଭାଙ୍ଗି ଯାଇଥିଲା। ତୁରନ୍ତ ସେହି ସ୍ଥାନକୁ କୁମ୍ଭାରପଡା ପୋଲିସ ଯାଇ ସ୍ଥିତିକୁ ଶାନ୍ତି କରାଇଥିଲେ। Debendra Prusty 11 Jul 2022 11:36 IST ଅଦ୍ୟତନ ହୋଇଛି 11 Jul 2022 11:43 IST dharma sahibaମାଉସୀ ମା ମନ୍ଦିର ଠାରେ ପୋଡପୀଠା ପୂଜାକୁ ନେଇ ବିବାଦୀୟ ସ୍ଥିତି। ପାରିବାରିକ ବିବାଦ ଯୋଗୁ ଟଣା ଓଟରା , ଠେଲା ପେଲା। ଠେଲା ପେଲାରେ ପୋଡପୀଠା ହାଣ୍ଡି ଭାଙ୍ଗି ଯାଇଥିଲା। ତୁରନ୍ତ ସେହି ସ୍ଥାନକୁ କୁମ୍ଭାରପଡା ପୋଲିସ ଯାଇ ସ୍ଥିତିକୁ ଶାନ୍ତି କରାଇଥିଲେ।Advertisment Lord Jagannath Gundicha Mandir Puri Bahuda Yatra Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ