ତୁମକୁ ଧର୍ମ ସହିବ ନାହିଁ

ମାଉସୀ ମା ମନ୍ଦିର ଠାରେ ପୋଡପୀଠା ପୂଜାକୁ ନେଇ ବିବାଦୀୟ ସ୍ଥିତି। ପାରିବାରିକ ବିବାଦ ଯୋଗୁ ଟଣା ଓଟରା , ଠେଲା ପେଲା। ଠେଲା ପେଲାରେ ପୋଡପୀଠା ହାଣ୍ଡି ଭାଙ୍ଗି ଯାଇଥିଲା। ତୁରନ୍ତ ସେହି ସ୍ଥାନକୁ କୁମ୍ଭାରପଡା ପୋଲିସ ଯାଇ ସ୍ଥିତିକୁ ଶାନ୍ତି କରାଇଥିଲେ।