Advertisment

ତତେ ଧର୍ମ ସହିବ ନାହିଁ!

ରାତି ପାହିଥିଲେ ଧାନ ବିଲରୁ ଖଳାକୁ ଆସିଥାନ୍ତା। ବର୍ଷକ ପାଇଁ ଆହାର ହୋଇଥାନ୍ତା। ହେଲେ ରାତି ପାହିଲା ବେଳକୁ ସବୁକିଛି ଛାରଖାର ହୋଇଯାଇଛି। କଳା କଳା ପାଉଁଶରେ ଭର୍ତ୍ତି ହୋଇଯାଇଛି ବିଲ। କଚଡ଼ା ବାନ୍ଧିବେ କଣ ବିଲରେ କାନ୍ଦି କାନ୍ଦି ଗଡ଼ି ଗଲେ ଚାଷୀ।

ତତେ ଧର୍ମ ସହିବ ନାହିଁ!

dhanabila

Advertisment

ରାତି ପାହିଥିଲେ ଧାନ ବିଲରୁ ଖଳାକୁ ଆସିଥାନ୍ତା। ବର୍ଷକ ପାଇଁ ଆହାର ହୋଇଥାନ୍ତା। ହେଲେ ରାତି ପାହିଲା ବେଳକୁ ସବୁକିଛି ଛାରଖାର ହୋଇଯାଇଛି। କଳା କଳା ପାଉଁଶରେ ଭର୍ତ୍ତି ହୋଇଯାଇଛି ବିଲ। କଚଡ଼ା ବାନ୍ଧିବେ କଣ ବିଲରେ କାନ୍ଦି କାନ୍ଦି ଗଡ଼ି ଗଲେ ଚାଷୀ।

Advertisment

Farmer Paddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe