Advertisment

ମାଙ୍କ ଆଖିରୁ କାହିଁକି ଝରୁଛି ଲୁହ

ମା ଦକ୍ଷିଣ କାଳୀଙ୍କ ଆଖିରୁ ଲୁହ ଝରୁଛି। ତେବେ ମାଙ୍କ ଆଖିରେ କାହିଁକି ଲୁହ। କିଛିଲୋକ ଏହା ପଛରେ ଅନିଷ୍ଠ ହୋଇଥିବା କଥା କହିଥିବା ବେଳେ ଆଉକିଛି କହୁଛନ୍ତି ସମାଜରେ ପାପ ବଢିଯାଇଛି। ତେବେ ବାସ୍ତବରେ ଏମିତି କାହିଁକି ହେଉଛି। ଏ ଖବର ଜଣାପଡିବା ପରେ ମନ୍ଦିର ପରିଚାଳନ କମିଟି ପକ୍ଷରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ।

author-image
Manasi Mohapatra
ଅଦ୍ୟତନ ହୋଇଛି
ମାଙ୍କ ଆଖିରୁ କାହିଁକି ଝରୁଛି ଲୁହ

maxresdefault (2)

ମା ଦକ୍ଷିଣ କାଳୀଙ୍କ ଆଖିରୁ ଲୁହ ଝରୁଛି। ତେବେ ମାଙ୍କ ଆଖିରେ କାହିଁକି ଲୁହ। କିଛିଲୋକ ଏହା ପଛରେ ଅନିଷ୍ଠ ହୋଇଥିବା କଥା କହିଥିବା ବେଳେ ଆଉକିଛି କହୁଛନ୍ତି ସମାଜରେ ପାପ ବଢିଯାଇଛି। ତେବେ ବାସ୍ତବରେ ଏମିତି କାହିଁକି ହେଉଛି। ଏ ଖବର ଜଣାପଡିବା ପରେ ମନ୍ଦିର ପରିଚାଳନ କମିଟି ପକ୍ଷରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ।

Advertisment

Odisha Reporter Odisha News