ମା ଦକ୍ଷିଣ କାଳୀଙ୍କ ଆଖିରୁ ଲୁହ ଝରୁଛି। ତେବେ ମାଙ୍କ ଆଖିରେ କାହିଁକି ଲୁହ। କିଛିଲୋକ ଏହା ପଛରେ ଅନିଷ୍ଠ ହୋଇଥିବା କଥା କହିଥିବା ବେଳେ ଆଉକିଛି କହୁଛନ୍ତି ସମାଜରେ ପାପ ବଢିଯାଇଛି। ତେବେ ବାସ୍ତବରେ ଏମିତି କାହିଁକି ହେଉଛି। ଏ ଖବର ଜଣାପଡିବା ପରେ ମନ୍ଦିର ପରିଚାଳନ କମିଟି ପକ୍ଷରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ।
https://www.youtube.com/watch?v=nBYWDzwkUeI