/odisha-reporter/media/post_attachments/uploads/2022/08/ganjei.jpg)
ganjei
ଗଞ୍ଜେଇ ଖୋଜୁଖୋଜୁ ମିଳିଲା ସୁନା ବିସ୍କୁଟ୍। ବ୍ରହ୍ମପୁରରେ ଗଞ୍ଜେଇ ଯାଞ୍ଚ ବେଳେ ଧରାପଡ଼ିଲା ସୁନା ବିସ୍କୁଟ ଓ ବିପୁଳ ଟଙ୍କା । ୧ କୋଟି ୨୨ ଲକ୍ଷ ଟଙ୍କା ନଗଦ ଓ ୨୦ଟି ସୁନା ବିସ୍କୁଟ ଧରାପଡ଼ିଲା। ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ନିକଟରୁ ଧରିଲା ଅବକାରୀ ସ୍କ୍ଵାଡ୍। GST ଫାଙ୍କି ବ୍ୟବସାୟ କରିବାକୁ ମସୁଧା ବେଳେ ୩ ଜଣ ଧରାପଡ଼ିଲେ। ବଡ଼ବଜାରର ୨ ସୁନା ବ ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣଙ୍କୁ ଅଟକ ରଖିଥିଲେ ଅବକାରୀ ସ୍କ୍ବାଡ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
