Advertisment

ଗଞ୍ଜେଇ ନୁହେଁ ସୁନା ବିସ୍କୁଟ!

ଗଞ୍ଜେଇ ଖୋଜୁଖୋଜୁ ମିଳିଲା ସୁନା ବିସ୍କୁଟ୍‌। ବ୍ରହ୍ମପୁରରେ ଗଞ୍ଜେଇ ଯାଞ୍ଚ ବେଳେ ଧରାପଡ଼ିଲା ସୁନା ବିସ୍କୁଟ ଓ ବିପୁଳ ଟଙ୍କା । ୧ କୋଟି ୨୨ ଲକ୍ଷ ଟଙ୍କା ନଗଦ ଓ ୨୦ଟି ସୁନା ବିସ୍କୁଟ ଧରାପଡ଼ିଲା। ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ନିକଟରୁ ଧରିଲା ଅବକାରୀ ସ୍କ୍ଵାଡ୍‌। GST ଫାଙ୍କି ବ୍ୟବସାୟ କରିବାକୁ ମସୁଧା ବେଳେ ୩ ଜଣ ଧରାପଡ଼ିଲେ। ବଡ଼ବଜାରର ୨ ସୁନା ବ ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣଙ୍କୁ ଅଟକ ରଖିଥିଲେ ଅବକାରୀ ସ୍କ୍ବାଡ୍‌।

ଗଞ୍ଜେଇ ନୁହେଁ ସୁନା ବିସ୍କୁଟ!

ganjei

Cannabis Search Gold Biscuits Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe