Advertisment

ବିଜେଡି ଏମପିଙ୍କ ମୁହଁରେ ବିଜେପି ଭାଷା!

କଟକ ସାଂସଦ ଭର୍ତ୍ତୃହରୀ ମହତାବ ବିଜେଡିକୁ ପୁଣି ଥରେ ଅଡୁଆରେ ପକାଇଛନ୍ତି। ବିଜୁ ଜନତା ଦଳରେ ଥାଇ ସୁଦ୍ଧା ପୂର୍ବରୁ ବହୁତ ପ୍ରସଙ୍ଗରେ ସେ ନବୀନ ସରକାରକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ଏଥିପାଇଁ ଦଳୀୟ ମହଲରେ ସେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି।

author-image
Manasi Mohapatra
ଅଦ୍ୟତନ ହୋଇଛି
ବିଜେଡି ଏମପିଙ୍କ ମୁହଁରେ ବିଜେପି ଭାଷା!

maxresdefault (4) (1)

କଟକ ସାଂସଦ ଭର୍ତ୍ତୃହରୀ ମହତାବ ବିଜେଡିକୁ ପୁଣି ଥରେ ଅଡୁଆରେ ପକାଇଛନ୍ତି। ବିଜୁ ଜନତା ଦଳରେ ଥାଇ ସୁଦ୍ଧା ପୂର୍ବରୁ ବହୁତ ପ୍ରସଙ୍ଗରେ ସେ ନବୀନ ସରକାରକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ଏଥିପାଇଁ ଦଳୀୟ ମହଲରେ ସେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି।

Advertisment

OdishaReporter Odisha Bjdmp BijuJanataDal BhartruhariMahtab