ଖୋଲାଦେହରେ ସରକାରୀ ବାବୁ ବାଥରୁମରେ ପ୍ରେମିକା

ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ରାସଲୀଳା । ଅର୍ଦ୍ଧନଗ୍ନ ଅବସ୍ଥାରେ ସରକାରୀ ଅଧିକାରୀ । ବାଥରୁମ ଭିତରେ କବାଟ କିଳି ଯୁବତୀ । ଏବେ ଏସବୁର ଭିଡିଓ ଭାଇରାଲ । ଆଉ ଘଟଣା ଦିନଠୁ ଫେରାର ଅଧିକାରୀ । ଏବେ କ୍ୱାର୍ଟରରେ ତାଙ୍କର ଜଣେ ବନ୍ଧୁ ରହୁଛନ୍ତି ।