Advertisment

ଖୋଲାଦେହରେ ସରକାରୀ ବାବୁ ବାଥରୁମରେ ପ୍ରେମିକା

ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ରାସଲୀଳା । ଅର୍ଦ୍ଧନଗ୍ନ ଅବସ୍ଥାରେ ସରକାରୀ ଅଧିକାରୀ । ବାଥରୁମ ଭିତରେ କବାଟ କିଳି ଯୁବତୀ । ଏବେ ଏସବୁର ଭିଡିଓ ଭାଇରାଲ । ଆଉ ଘଟଣା ଦିନଠୁ ଫେରାର ଅଧିକାରୀ । ଏବେ କ୍ୱାର୍ଟରରେ ତାଙ୍କର ଜଣେ ବନ୍ଧୁ ରହୁଛନ୍ତି ।

ଖୋଲାଦେହରେ ସରକାରୀ ବାବୁ ବାଥରୁମରେ ପ୍ରେମିକା

page 3

Advertisment

ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ରାସଲୀଳା । ଅର୍ଦ୍ଧନଗ୍ନ ଅବସ୍ଥାରେ ସରକାରୀ ଅଧିକାରୀ । ବାଥରୁମ ଭିତରେ କବାଟ କିଳି ଯୁବତୀ । ଏବେ ଏସବୁର ଭିଡିଓ ଭାଇରାଲ । ଆଉ ଘଟଣା ଦିନଠୁ ଫେରାର ଅଧିକାରୀ । ଏବେ କ୍ୱାର୍ଟରରେ ତାଙ୍କର ଜଣେ ବନ୍ଧୁ ରହୁଛନ୍ତି ।

Advertisment

Odisha Reporter Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe