ଅକଳରେ ସରକାର

ଡେଡଲାଇନକୁ ହାତରେ ଦୁଇ ଦିନ। ୩୦ ତାରିଖରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଅବଧି। ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ। ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ।

sarkar

Debendra Prusty
  • Published: Thursday, 29 September 2022
  • , Updated: 29 September 2022, 12:55 PM IST

ଡେଡଲାଇନକୁ ହାତରେ ଦୁଇ ଦିନ। ୩୦ ତାରିଖରେ ସରୁଛି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ଅବଧି। ଏହା ପୂର୍ବରୁ ମାମଲା ପହଞ୍ଚିଛି ହାଇକୋର୍ଟଙ୍କ ପାଖରେ। ଏନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ।

https://youtu.be/7SCCvNmwvfY

Related story