/odisha-reporter/media/post_attachments/uploads/2022/09/grievance-cell.jpg)
grievance cell
ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଓ ଦଳ ଭିତରେ ବଡ଼ ପାର୍ଥକ୍ୟ ରହିଛି। ସରକାରୀ କାର୍ଯ୍ୟାଳୟକୁ ଦଳୀୟ କାମରେ ବ୍ୟବହାର କରାଯାଏ ନାହିଁ। ଦଳୀୟ କାର୍ଯ୍ୟକ୍ରମ ପାଇଁ ସରକାରଙ୍କଠାରୁ ଜମି କିମ୍ବା ଜାଗା ଲିଜ୍ ନେଇ ଅଫିସ୍ ଚଳାଯାଏ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେପଟେମ୍ବର ୭ ତାରିଖରେ ଦଳୀୟ କାର୍ଯ୍ୟାଳୟ ଚାଲିଲା ଭଳି ବିଜେଡି ନେତା ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
