ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଓ ଦଳ ଭିତରେ ବଡ଼ ପାର୍ଥକ୍ୟ ରହିଛି। ସରକାରୀ କାର୍ଯ୍ୟାଳୟକୁ ଦଳୀୟ କାମରେ ବ୍ୟବହାର କରାଯାଏ ନାହିଁ। ଦଳୀୟ କାର୍ଯ୍ୟକ୍ରମ ପାଇଁ ସରକାରଙ୍କଠାରୁ ଜମି କିମ୍ବା ଜାଗା ଲିଜ୍ ନେଇ ଅଫିସ୍ ଚଳାଯାଏ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେପଟେମ୍ବର ୭ ତାରିଖରେ ଦଳୀୟ କାର୍ଯ୍ୟାଳୟ ଚାଲିଲା ଭଳି ବିଜେଡି ନେତା ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।
https://youtu.be/5ByF0Ob07aU