Advertisment

ସରକାର ତୁମେ ମାନିନିଅ!

ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ନାହିଁ। ଜନଗଣନାଠାରୁ ଆରମ୍ଭ କରି ଆଧାର ଆଉ ଭୋଟର କାର୍ଡ ଲିଙ୍କ କରିବା ପାର୍ଯ୍ୟନ୍ତ କାମ କରନ୍ତି। ଭୋଟ୍ ବେଳେ ଡ୍ୟୁଟି ମଧ୍ୟ କରନ୍ତି। ଆଉ ନିର୍ବାଚନ ଜିତିବା ପରେ ସରକାର ଏମାନଙ୍କୁ ପ୍ରତାରଣା କରନ୍ତି। ଦେଖନ୍ତୁ ଟିକିଏ ଏହି ଦୃଶ୍ୟ। କିଭଳି ଅଭିନବ ଉପାୟରେ ଏମାନେ ପ୍ରତିବାଦ କରୁଛନ୍ତି। କେଉଁଠି ଡାହାଣୀ ଯଜ୍ଞ କରାଯାଉଛି ତ ଆଉ କେଉଁଟି ହନୁମାନ ବେଶରେ ସରକାରଙ୍କ ସମ୍ମୁଖରେ ଦାବି ପେଶ୍ କରାଯାଉଛି।

ସରକାର ତୁମେ ମାନିନିଅ!

cm

Naveen Patnaik Teachers BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe