ରାତି ଅଧରେ ଘରକୁ ଆସନ୍ତି କୁଣିଆ

ଦିନ ୧୨ଟାରେ ନିଦ ଭାଙ୍ଗେ। ରାତି ୧୨ଟା ପରେ କାମ ଆରମ୍ଭ ହୁଏ। ରାତି ତମାମ ଘରକୁ ଆସନ୍ତି ଅତିଥି। ଘର ଆଗରେ ଲାଗେ ବଡ଼ ବଡ଼ ଗାଡ଼ି।