୧୦ ବର୍ଷ ହେଲା କାନ୍ଧରେ ଗୁରୁ

ଏ ଦୃଶ୍ୟ ଦେଖିଲେ ଜଣେ ଅତି ସହଜରେ ଅନୁମାନ କରିପାରିବେ ଆମେ କଣ କହିବାକୁ ଚାଁହୁଛୁ। ନିଜ ଜୀବନର ୧୦ ବର୍ଷ କଣ କେହି କାହାକୁ ଏମିତିରେ ଦାନ କରିପାରେ। ଆଜି କି କାଲି ନୁହେଁ ଦୀର୍ଘ ୧୦ ବର୍ଷ ହୋଇଗଲାଣି ଗୁରୁଙ୍କ ପାଦରେ ନିଜ ଜୀବନକୁ ବିକ୍ରି କରିଦେଇଛନ୍ତି ସେ।