god
Advertisment
ବାପା-ମାଆ ଓ ଭଉଣୀ, ଚାତକ ଭଳି ଚାହିଁ ବସିଛନ୍ତି, କେତେବେଳେ ତାଙ୍କର ଏକାମାତ୍ର ଗେହ୍ଲା ପୁଅ ବରଓ୍ବେଲ ତଳୁ ଉଦ୍ଧାର ହେବ। ବାପା-ମାଆ ଦୁହିଁଙ୍କ ଆଖିରେ ଲୁହ, ଏପଟେ ବଚଳିତ ହୋଇପଡୁଛି ଭଉଣୀର ମନ। ୮ ବର୍ଷର ବାଳକ ତନ୍ମୟ କେମିତି ଉଦ୍ଧାର ହେବ, ସେଥିପାଇଁ, ସାହି ପଡିଶା, ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/god-e1670415592176.jpg)