ଭାରତ ଅଧା ବୁଡ଼ିଗଲାଣି !

ବିହାର। ଆସାମ। ଗୁଜୁରାଟ। ମଧ୍ୟପ୍ରଦେଶ। ଉତ୍ତରାଖଣ୍ଡ। ଜମ୍ମୁ-କାଶ୍ମୀର। ମହାରାଷ୍ଟ୍ର,। କେରଳ। ତେଲେଙ୍ଗାନା। ବନ୍ୟା ଜଳରେ ବୁଡିଗଲାଣି ଅଧା ଭାରତ। ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଓ କିଛି ସ୍ଥାନରେ ମୌସୁମୀର ମାତ୍ରାଧିକ ସକ୍ରିୟତା ଯୋଗୁଁ ଉପୁଜିଛି ଏଭଳି ସ୍ଥିତି।

barsa

Debendra Prusty
  • Published: Wednesday, 13 July 2022
  • , Updated: 13 July 2022, 03:49 PM IST

ବିହାର। ଆସାମ। ଗୁଜୁରାଟ। ମଧ୍ୟପ୍ରଦେଶ। ଉତ୍ତରାଖଣ୍ଡ। ଜମ୍ମୁ-କାଶ୍ମୀର। ମହାରାଷ୍ଟ୍ର,। କେରଳ। ତେଲେଙ୍ଗାନା। ବନ୍ୟା ଜଳରେ ବୁଡିଗଲାଣି ଅଧା ଭାରତ। ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଓ କିଛି ସ୍ଥାନରେ ମୌସୁମୀର ମାତ୍ରାଧିକ ସକ୍ରିୟତା ଯୋଗୁଁ ଉପୁଜିଛି ଏଭଳି ସ୍ଥିତି।

https://youtu.be/90SO2ElS97k

Related story