Advertisment

ଦ୍ରୌପଦୀଙ୍କ ପାଇଁ ହାଣ୍ଡିଆ ପୂଜା

ଇଏ ହେଉଛି ରାଷ୍ଟ୍ରପତିଙ୍କ ମାମୁଘର। ଝିଅ ରାଷ୍ଟ୍ରପତି ହେଲେ ଆଉ ଏପଟେ ଚାଲିଛି ଖୁସିରେ ସେଲିବ୍ରେସନ। ଭିନ୍ନ ଢଙ୍ଗରେ ହେଉଛି ସେଲିବ୍ରେସନ। ସମସ୍ତଙ୍କ ହାତରେ ହାଣ୍ଡିଆ ଗ୍ଲାସ। ନିଜ ପରମ୍ପରାର ଅଂଶ ସ୍ୱରୂପ ହାଣ୍ଡିଆ ଭୋଗ ହେଲା ପରେ ଏହି ପ୍ରସାଦକୁ ସମସ୍ତେ ପିଉଛନ୍ତି।

author-image
Debendra Prusty
ଦ୍ରୌପଦୀଙ୍କ ପାଇଁ ହାଣ୍ଡିଆ ପୂଜା

handia

ଇଏ ହେଉଛି ରାଷ୍ଟ୍ରପତିଙ୍କ ମାମୁଘର। ଝିଅ ରାଷ୍ଟ୍ରପତି ହେଲେ ଆଉ ଏପଟେ ଚାଲିଛି ଖୁସିରେ ସେଲିବ୍ରେସନ। ଭିନ୍ନ ଢଙ୍ଗରେ ହେଉଛି ସେଲିବ୍ରେସନ। ସମସ୍ତଙ୍କ ହାତରେ ହାଣ୍ଡିଆ ଗ୍ଲାସ। ନିଜ ପରମ୍ପରାର ଅଂଶ ସ୍ୱରୂପ ହାଣ୍ଡିଆ ଭୋଗ ହେଲା ପରେ ଏହି ପ୍ରସାଦକୁ ସମସ୍ତେ ପିଉଛନ୍ତି।

Advertisment

Puja Droupadi Murmu Handia