ଦେଶ news ଇଚ୍ଛାମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ ଦମ୍ପତି ଯଦି ଆମର ଏ ସମାଜରେ ବଂଚିବାର କିଛି ଅଧିକାର ନାହିଁ, ତାହେଲେ ହେ ରାଷ୍ଟ୍ରପତି ଆମକୁ ମରିବାକୁ ଅନୁମତି ଦିଅ। ଏ ଅସହ୍ୟ ଜୀବନ ଆଉ ସମାଜର ଦାଉକୁ ସହି ସହି ବଂଚିବା ଅପେକ୍ଷା ମରିଯିବା ଭଲ। କନ୍ଧମାଳର ଏକ ଦିବ୍ୟାଙ୍ଗ ଦମ୍ପତି ଏଭଳି କହି ଇଚ୍ଛାମୃତ୍ୟୁ ମାଗିଛନ୍ତି। Hemant Lenka 13 Dec 2022 19:06 IST ଅଦ୍ୟତନ ହୋଇଛି 13 Dec 2022 19:12 IST ଯଦି ଆମର ଏ ସମାଜରେ ବଂଚିବାର କିଛି ଅଧିକାର ନାହିଁ, ତାହେଲେ ହେ ରାଷ୍ଟ୍ରପତି ଆମକୁ ମରିବାକୁ ଅନୁମତି ଦିଅ। ଏ ଅସହ୍ୟ ଜୀବନ ଆଉ ସମାଜର ଦାଉକୁ ସହି ସହି ବଂଚିବା ଅପେକ୍ଷା ମରିଯିବା ଭଲ। କନ୍ଧମାଳର ଏକ ଦିବ୍ୟାଙ୍ଗ ଦମ୍ପତି ଏଭଳି କହି ଇଚ୍ଛାମୃତ୍ୟୁ ମାଗିଛନ୍ତି।Advertisment Kandhamal Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ