Advertisment

ଇଚ୍ଛାମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ ଦମ୍ପତି

ଯଦି ଆମର ଏ ସମାଜରେ ବଂଚିବାର କିଛି ଅଧିକାର ନାହିଁ, ତାହେଲେ ହେ ରାଷ୍ଟ୍ରପତି ଆମକୁ ମରିବାକୁ ଅନୁମତି ଦିଅ। ଏ ଅସହ୍ୟ ଜୀବନ ଆଉ ସମାଜର ଦାଉକୁ ସହି ସହି ବଂଚିବା ଅପେକ୍ଷା ମରିଯିବା ଭଲ। କନ୍ଧମାଳର ଏକ ଦିବ୍ୟାଙ୍ଗ ଦମ୍ପତି ଏଭଳି କହି ଇଚ୍ଛାମୃତ୍ୟୁ ମାଗିଛନ୍ତି।

ଅଦ୍ୟତନ ହୋଇଛି

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe