ଇଏ ବି ଜଣେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ବି ଜଣେ ମଣିଷ ଆଉ ତାଙ୍କୁ ଭୋଟ ଦେଇଥିବା ଭୋଟର ବି ଜଣେ ମଣିଷ। ତଫାତ ଏତିକି ଯେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି, ରାଜ୍ୟର ଶାସକ। ହେଲେ କାହାର ଶାସକ, ଜନତାଙ୍କର ତ? ତେବେ ସାଧାରଣ ଜନତାଙ୍କ ସହ ଦେଖା ସାକ୍ଷାତ ନହେଲେ କେମିତି ବୁଝିବେ ଜନତାଙ୍କ କଥା?