chief minister
Advertisment
ମୁଖ୍ୟମନ୍ତ୍ରୀ ବି ଜଣେ ମଣିଷ ଆଉ ତାଙ୍କୁ ଭୋଟ ଦେଇଥିବା ଭୋଟର ବି ଜଣେ ମଣିଷ। ତଫାତ ଏତିକି ଯେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି, ରାଜ୍ୟର ଶାସକ। ହେଲେ କାହାର ଶାସକ, ଜନତାଙ୍କର ତ? ତେବେ ସାଧାରଣ ଜନତାଙ୍କ ସହ ଦେଖା ସାକ୍ଷାତ ନହେଲେ କେମିତି ବୁଝିବେ ଜନତାଙ୍କ କଥା?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/chief-minister.jpg)