/odisha-reporter/media/post_attachments/uploads/2022/07/kargil.jpg)
kargil
ପ୍ରତିଦିନ ରାତି ହେଲେ ଆଖିରୁ ଲୁହ ଝରେ ଆଉ ଶୋଇଲେ ସ୍ୱପ୍ନରେ ଆସେ ପୁଅ। କିନ୍ତୁ ନିଦ ଭାଙ୍ଗିଗଲେ ପୁଅକୁ ପାଖରେ ପାଆନ୍ତିନାହିଁ ସେ। ୨୩ ବର୍ଷର ଭେଣ୍ଡିଆ ପୁଅକୁ କାର୍ଗିଲ ଯୁଦ୍ଧରେ ହରାଇଦେଇଥିଲା ମା'। ଓଡ଼ିଶାର ଗୋପୀନାଥ ମହାରଣା ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ଏହି ଯୁଦ୍ଧରେ ଶହୀଦ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
