Advertisment

ସ୍ୱପ୍ନରେ କୁହେ ମୁଁ ଫେରିବି

ପ୍ରତିଦିନ ରାତି ହେଲେ ଆଖିରୁ ଲୁହ ଝରେ ଆଉ ଶୋଇଲେ ସ୍ୱପ୍ନରେ ଆସେ ପୁଅ। କିନ୍ତୁ ନିଦ ଭାଙ୍ଗିଗଲେ ପୁଅକୁ ପାଖରେ ପାଆନ୍ତିନାହିଁ ସେ। ୨୩ ବର୍ଷର ଭେଣ୍ଡିଆ ପୁଅକୁ କାର୍ଗିଲ ଯୁଦ୍ଧରେ ହରାଇଦେଇଥିଲା ମା’। ଓଡ଼ିଶାର ଗୋପୀନାଥ ମହାରଣା ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ଏହି ଯୁଦ୍ଧରେ ଶହୀଦ ହୋଇଥିଲେ।

ସ୍ୱପ୍ନରେ କୁହେ ମୁଁ ଫେରିବି

kargil

Advertisment

ପ୍ରତିଦିନ ରାତି ହେଲେ ଆଖିରୁ ଲୁହ ଝରେ ଆଉ ଶୋଇଲେ ସ୍ୱପ୍ନରେ ଆସେ ପୁଅ। କିନ୍ତୁ ନିଦ ଭାଙ୍ଗିଗଲେ ପୁଅକୁ ପାଖରେ ପାଆନ୍ତିନାହିଁ ସେ। ୨୩ ବର୍ଷର ଭେଣ୍ଡିଆ ପୁଅକୁ କାର୍ଗିଲ ଯୁଦ୍ଧରେ ହରାଇଦେଇଥିଲା ମା'। ଓଡ଼ିଶାର ଗୋପୀନାଥ ମହାରଣା ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏକି ଏହି ଯୁଦ୍ଧରେ ଶହୀଦ ହୋଇଥିଲେ।

Advertisment

Kargil Martyr Kargil War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe