‘ବହୁତ ବାଧିଲା ପ୍ରଧାନ ଶିକ୍ଷକଙ୍କ କଥା’

ଶହ ଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ଶିକ୍ଷୟିତ୍ରୀ, ଯେତେବେଳେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ, ସେତେବେଳେ ଛାତ୍ରଛାତ୍ରୀ ବିଚଳିତ ହୋଇପଡୁଛନ୍ତି। କୁଆଡ଼େ ସ୍କୁଲର ପ୍ରଧାନ ଶିକ୍ଷକ, ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।