Advertisment

‘ବହୁତ ବାଧିଲା ପ୍ରଧାନ ଶିକ୍ଷକଙ୍କ କଥା’

ଶହ ଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ଶିକ୍ଷୟିତ୍ରୀ, ଯେତେବେଳେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ, ସେତେବେଳେ ଛାତ୍ରଛାତ୍ରୀ ବିଚଳିତ ହୋଇପଡୁଛନ୍ତି। କୁଆଡ଼େ ସ୍କୁଲର ପ୍ରଧାନ ଶିକ୍ଷକ, ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।

author-image
Debendra Prusty
‘ବହୁତ ବାଧିଲା ପ୍ରଧାନ ଶିକ୍ଷକଙ୍କ କଥା’

head master

ଶହ ଶହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିବା ଶିକ୍ଷୟିତ୍ରୀ, ଯେତେବେଳେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ, ସେତେବେଳେ ଛାତ୍ରଛାତ୍ରୀ ବିଚଳିତ ହୋଇପଡୁଛନ୍ତି। କୁଆଡ଼େ ସ୍କୁଲର ପ୍ରଧାନ ଶିକ୍ଷକ, ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ।

Advertisment

Head Master Teacher Suicide Attemp