Advertisment

ତଣ୍ଟି କାଟିଲେ ମୁଣ୍ଡ ଫୋପାଡ଼ିଲେ

ମର୍ଡରର ୭ ଦିନ ପରେ ମିଳିଲା ମହିଳାଙ୍କ ମୁଣ୍ଡ। ଆଉ ଉଠିଲା ପୂରା ଘଟଣା ଉପରୁ ପର୍ଦ୍ଦା। ବିବାହ ବିବାଦରୁ ମର୍ଡର ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ଏଥି ସହ ମହିଳାଙ୍କ ମୋବାଇଲ୍‌ ଓ ମୃତଦେହ ବୁହା ହୋଇଥିବା ମାଲ୍‌ ବୋଝେଇ ବୋଲେରୋ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କମିଶନରେଟ୍‌ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ

author-image
Manasi Mohapatra
ଅଦ୍ୟତନ ହୋଇଛି
ତଣ୍ଟି କାଟିଲେ ମୁଣ୍ଡ ଫୋପାଡ଼ିଲେ

Final Katamunda

ମର୍ଡରର ୭ ଦିନ ପରେ ମିଳିଲା ମହିଳାଙ୍କ ମୁଣ୍ଡ। ଆଉ ଉଠିଲା ପୂରା ଘଟଣା ଉପରୁ ପର୍ଦ୍ଦା। ବିବାହ ବିବାଦରୁ ମର୍ଡର ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାରେ କମିଶନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି। ଏଥି ସହ ମହିଳାଙ୍କ ମୋବାଇଲ୍‌ ଓ ମୃତଦେହ ବୁହା ହୋଇଥିବା ମାଲ୍‌ ବୋଝେଇ ବୋଲେରୋ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କମିଶନରେଟ୍‌ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ

Advertisment

Odisha Reporter Bhubaneswar News Commissionerate Police Headless Body Mystery