Advertisment

ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିଲେନି ନବ!

ଏଠି ବୋଧେ କେହି କାହାର ନିର୍ଦ୍ଦେଶ ପାଳନ କରୁନାହାଁନ୍ତି। ଯଦି ପାଳନ କରୁଥାନ୍ତେ, କଟକର ଏହି ବୃଦ୍ଧା ଆଜି ଜୀବିତ ଥାନ୍ତେ। ଠିକ୍ ସମୟରେ ଆମ୍ୱୁଲାନ୍ସ ପହଞ୍ଚିଥିଲେ ବଞ୍ଚିଯାଇଥାନ୍ତା ବାସନ୍ତୀ ନାୟକଙ୍କ ଜୀବନ। ଯଦି ନିର୍ଦ୍ଦେଶ ପାଳନ କରୁଥାନ୍ତେ ହଇଜାରେ ଯାଉନଥାନ୍ତା କାଶୀପୁରବାସୀଙ୍କ ଜୀବନ। ଭୁଲ ଇଞ୍ଜେକ୍ସନରେ ମରୁନଥାନ୍ତେ ଲୋକେ।

author-image
Debendra Prusty
ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣିଲେନି ନବ!

health

ଏଠି ବୋଧେ କେହି କାହାର ନିର୍ଦ୍ଦେଶ ପାଳନ କରୁନାହାଁନ୍ତି। ଯଦି ପାଳନ କରୁଥାନ୍ତେ, କଟକର ଏହି ବୃଦ୍ଧା ଆଜି ଜୀବିତ ଥାନ୍ତେ। ଠିକ୍ ସମୟରେ ଆମ୍ୱୁଲାନ୍ସ ପହଞ୍ଚିଥିଲେ ବଞ୍ଚିଯାଇଥାନ୍ତା ବାସନ୍ତୀ ନାୟକଙ୍କ ଜୀବନ। ଯଦି ନିର୍ଦ୍ଦେଶ ପାଳନ କରୁଥାନ୍ତେ ହଇଜାରେ ଯାଉନଥାନ୍ତା କାଶୀପୁରବାସୀଙ୍କ ଜୀବନ। ଭୁଲ ଇଞ୍ଜେକ୍ସନରେ ମରୁନଥାନ୍ତେ ଲୋକେ।

Advertisment

Naveen Patnaik Naba Das Odisha Health