ପୁଣିଥରେ ନୂଆ ମୋଡ଼ ନେଇଛି ବ୍ରହ୍ମପୁର ନବ ବଧୁ ମାମଲା। 6 ଦିନ ଧାରଣାର ବ୍ରହ୍ମପୁରର ତପସ୍ୱିନୀ ଦାସ ଦୁଇଦିନ ପୂର୍ବରୁ ଦାଖଲ କରିଥିବା ପିଟିସନ ରେ ତ୍ରୁଟି ଦର୍ଶାଇଥିଲେ କୋର୍ଟ ଯେଉଁଥି ପାଇଁ ଆଜି ପୁଣି ଆବେଦନ କରିଛନ୍ତି ତପସ୍ୱିନ। ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା 29 ତାରିଖରେ ହେବ ।
https://www.youtube.com/watch?v=ur8V1at-12o
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Health
ଚାଲିବା ଭଲ, କିନ୍ତୁ ଏହା ଆପଣଙ୍କୁ ସଂପୂର୍ଣ୍ଣ ଫିଟ ରଖି ପାରିବ ତ?
୨୦୨୩ରେ ବ୍ରିଟିଶ ଜର୍ଣ୍ଣାଲ ଅଫ ସ୍ପୋର୍ଟସ ମେଡିସିନରେ ଦର୍ଶାଯାଇଥିଲା ଯେ ୧୧ ମିନିଟ ଦ୍ରୁତଗତିରେ ଚାଲିବା ଦ୍ୱାରା ହୃଦ ରୋଗ, ଷ୍ଟ୍ରୋକ ଓ କିଛି ନିର୍ଦ୍ଦିଷ୍ଟ ଧରଣର କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Politics
ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?
ଶିବ ସେନାର ମୁଖପତ୍ର ‘ସାମନା’ରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁମାନେ ହିମାଳୟର ଛାଇ ତଳେ ବାସ କରୁଛନ୍ତି, ସେମାନେ ତା’ଠାରୁ ନିଜକୁ ବଡ଼ ବୋଲି ଚିନ୍ତା କରିବା ଉଚିତ୍ ନୁହେଁ।

National
୬୦ ବର୍ଷ ବୟସରେ କାହିଁକି ଦଳୀୟ ନେତ୍ରୀଙ୍କୁ ବିବାହ କଲେ ବରିଷ୍ଠ ବିଜେପି ନେତା?
ରିଙ୍କୁ କହିଛନ୍ତି, ଆରମ୍ଭରୁ ଦିଲୀପ ଏହାକୁ ଗ୍ରହଣ କରି ନଥିଲେ। ଉତ୍ତର ଦେବା ପୂର୍ବରୁ ସେ ନିଜ ମା’ଙ୍କ ସହ କଥା ହୋଇଥିଲେ। ପ୍ରାୟ ୩ ମାସ ପରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ମୋତେ ଜଣାଇଥିଲେ।