ପୁଣିଥରେ ନୂଆ ମୋଡ଼ ନେଇଛି ବ୍ରହ୍ମପୁର ନବ ବଧୁ ମାମଲା। 6 ଦିନ ଧାରଣାର ବ୍ରହ୍ମପୁରର ତପସ୍ୱିନୀ ଦାସ ଦୁଇଦିନ ପୂର୍ବରୁ ଦାଖଲ କରିଥିବା ପିଟିସନ ରେ ତ୍ରୁଟି ଦର୍ଶାଇଥିଲେ କୋର୍ଟ ଯେଉଁଥି ପାଇଁ ଆଜି ପୁଣି ଆବେଦନ କରିଛନ୍ତି ତପସ୍ୱିନ। ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା 29 ତାରିଖରେ ହେବ ।
https://www.youtube.com/watch?v=ur8V1at-12o