dhamnagar
Advertisment
ଧାମନଗର ମୈଦାନଙ୍କୁ ଓହ୍ଲାଇବେ ମହାରଥୀ। ବିଜେପିରୁ ୩ କେନ୍ଦ୍ରମନ୍ତ୍ରୀ: ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ। କଂଗ୍ରେସରୁ ଏକାଧିକ ପୂର୍ବତନ ପିସିସି ସଭାପତି: ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ। ବିଜେଡିରୁ ମୈଦାନକୁ ଓହ୍ଲାଇ ପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/dhamnagar-8.jpg)