Advertisment

ହେଲୋ ବାପା, ମୁଁ ଆତ୍ମହତ୍ୟା କରୁଛି !

ଶେଷରେ ଟଙ୍କା ଯୋଗାଡ଼ ହେଲା, ହସ୍ପିଟାଲରେ ଅପରେସନ ପରେ ଝିଅଟିଏ ଜନ୍ମ ନେଲା। ସବୁକିଛି ଭୁଲି ଭାରି ଖୁସିଥିଲେ ମାଆ ବାପା। ଝିଅକୁ ୫ ବର୍ଷ ହେଲା। ମାଆ ବାପା ତ ପାଠଶାଠ ପଢିଲେନି, ଝିଅକୁ ଭଲ ପାଠ ପଢ଼ାଇବେ ଭଲ ମଣିଷଟେ ହେଲେ ଦୁଃଖ ଯିବ ବୋଲି ଭାବିଲେ । ଶେଷରେ ଘରୋଇ ସ୍କୁଲରେ ହେଲା ଆଡିମିସନ୍। ଖର୍ଚ୍ଚ ପ୍ରବଳ, ତେଣୁ ଗୋଟିଏ ଝିଅକୁ ହିଁ ମଣିଷ କରିବା ପାଇଁ ଆଉ ପିଲାଛୁଆ ଜନ୍ମ କରିବେନି […]

author-image
Debendra Prusty
ହେଲୋ ବାପା, ମୁଁ ଆତ୍ମହତ୍ୟା କରୁଛି !

suicide

ଶେଷରେ ଟଙ୍କା ଯୋଗାଡ଼ ହେଲା, ହସ୍ପିଟାଲରେ ଅପରେସନ ପରେ ଝିଅଟିଏ ଜନ୍ମ ନେଲା। ସବୁକିଛି ଭୁଲି ଭାରି ଖୁସିଥିଲେ ମାଆ ବାପା। ଝିଅକୁ ୫ ବର୍ଷ ହେଲା। ମାଆ ବାପା ତ ପାଠଶାଠ ପଢିଲେନି, ଝିଅକୁ ଭଲ ପାଠ ପଢ଼ାଇବେ ଭଲ ମଣିଷଟେ ହେଲେ ଦୁଃଖ ଯିବ ବୋଲି ଭାବିଲେ । ଶେଷରେ ଘରୋଇ ସ୍କୁଲରେ ହେଲା ଆଡିମିସନ୍। ଖର୍ଚ୍ଚ ପ୍ରବଳ, ତେଣୁ ଗୋଟିଏ ଝିଅକୁ ହିଁ ମଣିଷ କରିବା ପାଇଁ ଆଉ ପିଲାଛୁଆ ଜନ୍ମ କରିବେନି ବୋଲି ନିଷ୍ପତ୍ତି ନେଲେ ବାପାମାଆ। ପେଟରେ ପଛେ ଭୋକ ଅତ୍ୟାଚର କରୁ, ହେଲେ ଝିଅର ଡ୍ରେସ ଠାରୁ ଖାଇବା ଯାଏଁ ସବୁକିଛି ଟିପଟପ୍ ହେଉ ।

Advertisment

Suicide Odisha Suicide Girl Suicide