ଶେଷରେ ଟଙ୍କା ଯୋଗାଡ଼ ହେଲା, ହସ୍ପିଟାଲରେ ଅପରେସନ ପରେ ଝିଅଟିଏ ଜନ୍ମ ନେଲା। ସବୁକିଛି ଭୁଲି ଭାରି ଖୁସିଥିଲେ ମାଆ ବାପା। ଝିଅକୁ ୫ ବର୍ଷ ହେଲା। ମାଆ ବାପା ତ ପାଠଶାଠ ପଢିଲେନି, ଝିଅକୁ ଭଲ ପାଠ ପଢ଼ାଇବେ ଭଲ ମଣିଷଟେ ହେଲେ ଦୁଃଖ ଯିବ ବୋଲି ଭାବିଲେ । ଶେଷରେ ଘରୋଇ ସ୍କୁଲରେ ହେଲା ଆଡିମିସନ୍। ଖର୍ଚ୍ଚ ପ୍ରବଳ, ତେଣୁ ଗୋଟିଏ ଝିଅକୁ ହିଁ ମଣିଷ କରିବା ପାଇଁ ଆଉ ପିଲାଛୁଆ ଜନ୍ମ କରିବେନି ବୋଲି ନିଷ୍ପତ୍ତି ନେଲେ ବାପାମାଆ। ପେଟରେ ପଛେ ଭୋକ ଅତ୍ୟାଚର କରୁ, ହେଲେ ଝିଅର ଡ୍ରେସ ଠାରୁ ଖାଇବା ଯାଏଁ ସବୁକିଛି ଟିପଟପ୍ ହେଉ ।
https://youtu.be/KPgSHwsQGt0
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।