ହାଇୱେ ପାଲଟିଲା ଫ୍ଲାଏ ୱେ

ହାଇୱେ ପାଲଟିଛି ଫ୍ଲାଏ ୱେ । ଗୋଟିଏ ପରେ ଗୋଟିଏ ବିମାନ ଦେଖାଉଛନ୍ତି ବିରତ୍ବ । କେଉଁଠି ପାଇଲଟଙ୍କ ଅଦ୍ୟମ ଦକ୍ଷତା ତ ଆଉ କେଉଁଠି ବିମାନର ବିରତ୍ବକୁ ଦେଖୁଥିଲେ ଉପସ୍ଥିତ ଅତିଥୀ ।