Advertisment

ଭାଇ ଚାଲିଯିବା ପରେ ଭାଉଜଙ୍କ ହାତ ଧରିଲେ ଦିଅର

କେନ୍ଦ୍ରାପଡ଼ା: ସିନ୍ଦୂର ଦେଲେ ଦିଅର। ୬ ବର୍ଷ ତଳେ ଆଳି ବ୍ଲକ୍‌ କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲ ସେଠୀ ସେହି ଗାଁର କାଜଲ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ସୁଖର ସାଂସାର ଚାଲୁଥିବା ବେଳେ ହଠାତ କ୍ୟାନସର ରୋଗରେ ଚାଲିଗଲେ ସ୍ୱାମୀ। ଆଉ ଅସହାୟ ହୋଇପଡ଼ିଥିଲେ ପ୍ରେମିକାରୁ ପତ୍ନୀ ବନିଥିବା କାଜଲ୍‌ ସେଠୀ। ତାଙ୍କର ଏ ଦୁଃଖ ଦେଖିପାରିଲେ ନାହିଁ ଶାଶୂ ଓ ଶ୍ୱଶୁର। ଆବୁଧାବିରେ ଚାକିରି କରୁଥିବା ସାନ ପୁଅ ଅନୀଲକୁ ଡାକି […]

author-image
Manoj Swain
ଅଦ୍ୟତନ ହୋଇଛି
ଭାଇ ଚାଲିଯିବା ପରେ ଭାଉଜଙ୍କ ହାତ ଧରିଲେ ଦିଅର

କେନ୍ଦ୍ରାପଡ଼ା: ସିନ୍ଦୂର ଦେଲେ ଦିଅର। ୬ ବର୍ଷ ତଳେ ଆଳି ବ୍ଲକ୍‌ କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲ ସେଠୀ ସେହି ଗାଁର କାଜଲ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ସୁଖର ସାଂସାର ଚାଲୁଥିବା ବେଳେ ହଠାତ କ୍ୟାନସର ରୋଗରେ ଚାଲିଗଲେ ସ୍ୱାମୀ। ଆଉ ଅସହାୟ ହୋଇପଡ଼ିଥିଲେ ପ୍ରେମିକାରୁ ପତ୍ନୀ ବନିଥିବା କାଜଲ୍‌ ସେଠୀ। ତାଙ୍କର ଏ ଦୁଃଖ ଦେଖିପାରିଲେ ନାହିଁ ଶାଶୂ ଓ ଶ୍ୱଶୁର। ଆବୁଧାବିରେ ଚାକିରି କରୁଥିବା ସାନ ପୁଅ ଅନୀଲକୁ ଡାକି ତାଙ୍କ ସହ ବାହାଘର କରାଇ ଥିଲେ। ଆଜି ଏପରି ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ।

Advertisment

Kendrapada