ବାବୁଙ୍କୁ ପାନେ ଦେଲେ ମହିଳା

ରକ୍ଷକ ହୋଇ ଆସିଥିଲେ ପାଲଟିଗଲେ ଭକ୍ଷକ। କିନ୍ତୁ ବାବୁ କିଛି କରିବା ପୂର୍ବରୁ ପାନେ ଦେଲେ ମହିଳା। ଖଟରେ ଶୋଇବାକୁ କହି କଟୁରୀରେ ଆକ୍ରମଣ କଲେ। ପ୍ୟାଣ୍ଟ, ଟୋପି ଓ ବାଇକ୍‌ ଛାଡ଼ି ଧାଇଁଲେ ହୋମଗାର୍ଡ!