Advertisment

ବାବୁଙ୍କୁ ପାନେ ଦେଲେ ମହିଳା

ରକ୍ଷକ ହୋଇ ଆସିଥିଲେ ପାଲଟିଗଲେ ଭକ୍ଷକ। କିନ୍ତୁ ବାବୁ କିଛି କରିବା ପୂର୍ବରୁ ପାନେ ଦେଲେ ମହିଳା। ଖଟରେ ଶୋଇବାକୁ କହି କଟୁରୀରେ ଆକ୍ରମଣ କଲେ। ପ୍ୟାଣ୍ଟ, ଟୋପି ଓ ବାଇକ୍‌ ଛାଡ଼ି ଧାଇଁଲେ ହୋମଗାର୍ଡ!

author-image
Debendra Prusty
ବାବୁଙ୍କୁ ପାନେ ଦେଲେ ମହିଳା

homeguard

ରକ୍ଷକ ହୋଇ ଆସିଥିଲେ ପାଲଟିଗଲେ ଭକ୍ଷକ। କିନ୍ତୁ ବାବୁ କିଛି କରିବା ପୂର୍ବରୁ ପାନେ ଦେଲେ ମହିଳା। ଖଟରେ ଶୋଇବାକୁ କହି କଟୁରୀରେ ଆକ୍ରମଣ କଲେ। ପ୍ୟାଣ୍ଟ, ଟୋପି ଓ ବାଇକ୍‌ ଛାଡ଼ି ଧାଇଁଲେ ହୋମଗାର୍ଡ!

Advertisment

Home Guard Learned A Lesson Woman Saved Herself From Attacking Home Guard