naga sapa
Advertisment
ଗୋଟିଏ ବିଷଧର ସାପ ଦିନେ ପୁରା ପରିବାର ଲୋକଙ୍କୁ ଦାଣ୍ଡକୁ ଟାଣି ଆଣିବ, ଏକଥା କେବ କେହି ଭାବିନଥିଲେ। ୨୦୧୯ ମସିହାର ଘଟଣା, ରାତିରେ ପୁଅ ଶୋଇଥିବା ଅବସ୍ଥାରେ ଗୋଟିଏ ବିଷଧର ସାପ ଉପରୁ ଖସିଲା। ସାପଟିକୁ ଧରିବା ପାଇଁ ଜୋରଦାର ପ୍ରୟାସ ଚାଲିଲା କିନ୍ତୁ ବିଫଳ ହେବା ପରେ ସାପ ଧରାଳୀଙ୍କୁ ଖବର ଦିଆଗଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/naga-sapa.jpg)