Advertisment

ଛାତ୍ରୀଙ୍କ ଗାଲକୁ କାମୁଡ଼ି ଦେଲେ ଡାକ୍ତର

ଜଣେ ଡାକ୍ତରୀ ଛାତ୍ରୀଙ୍କୁ କାହିଁକି କାମୁଡ଼ି ଦେଲେ ଜଣେ ହାଉସ ସର୍ଜନ? ବ୍ରହ୍ମପୁର ଏମକେସିଜିରେ ଏକ ଅଭାବନୀୟ ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି। ଏମବିବିଏସର ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ହାଉସ ସର୍ଜନ୍ ପୁଲିସ ଗିରଫ କରିଛି।

author-image
Debendra Prusty
ଛାତ୍ରୀଙ୍କ ଗାଲକୁ କାମୁଡ଼ି ଦେଲେ ଡାକ୍ତର

doctor

ଜଣେ ଡାକ୍ତରୀ ଛାତ୍ରୀଙ୍କୁ କାହିଁକି କାମୁଡ଼ି ଦେଲେ ଜଣେ ହାଉସ ସର୍ଜନ? ବ୍ରହ୍ମପୁର ଏମକେସିଜିରେ ଏକ ଅଭାବନୀୟ ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି। ଏମବିବିଏସର ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ହାଉସ ସର୍ଜନ୍ ପୁଲିସ ଗିରଫ କରିଛି।

Advertisment

House Surgeon Doctor Arrested