Advertisment

୫୦୦ ଆୟରୁ ଜାଗୁଆର ମାଲିକ

ଦିନେ ପାର୍ଟ ଟାଇମ ଜବ କରି ୫୦୦ ଟଙ୍କା ଆୟ କରୁଥିଲେ। କିନ୍ତୁ ଆଜି ସେ ୯୨ ଲକ୍ଷର କାର୍‌ ଜାଗୁଆର ଚଢ଼ି ବୁଲୁଛନ୍ତି। ଦିନେ ଚାକିରିଟିଏ ପାଇଁ ଅନ୍ୟକୁ ଅନୁରୋଧ କରୁଥିଲେ। ଆଜି ସେ ନିଜେ ୫୦ ପିଲାଙ୍କୁ ଚାକିରୀ ଦେଇଛନ୍ତି। କାର୍ଟୁନ ୱାର୍ଲଡ ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଭୁବନେଶ୍ଵରର ଉତ୍କଳ ଗୌରବ ନନ୍ଦ। ସମସ୍ତଙ୍କର ଅତି ପ୍ରିୟ ନଟିଆ କାର୍ଟୁନ ୱାର୍ଲଡର ଆନିମେସନ କରୁଥିବା ଏହି ଯୁବକ ନିଜର […]

author-image
Debendra Prusty
୫୦୦ ଆୟରୁ ଜାଗୁଆର ମାଲିକ

natia

ଦିନେ ପାର୍ଟ ଟାଇମ ଜବ କରି ୫୦୦ ଟଙ୍କା ଆୟ କରୁଥିଲେ। କିନ୍ତୁ ଆଜି ସେ ୯୨ ଲକ୍ଷର କାର୍‌ ଜାଗୁଆର ଚଢ଼ି ବୁଲୁଛନ୍ତି। ଦିନେ ଚାକିରିଟିଏ ପାଇଁ ଅନ୍ୟକୁ ଅନୁରୋଧ କରୁଥିଲେ। ଆଜି ସେ ନିଜେ ୫୦ ପିଲାଙ୍କୁ ଚାକିରୀ ଦେଇଛନ୍ତି। କାର୍ଟୁନ ୱାର୍ଲଡ ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଭୁବନେଶ୍ଵରର ଉତ୍କଳ ଗୌରବ ନନ୍ଦ। ସମସ୍ତଙ୍କର ଅତି ପ୍ରିୟ ନଟିଆ କାର୍ଟୁନ ୱାର୍ଲଡର ଆନିମେସନ କରୁଥିବା ଏହି ଯୁବକ ନିଜର କାର୍ଟୁନ ଜରିଆରେ ଘରେ ଘରେ ପରିଚିତ ହୋଇପାରିଛନ୍ତି। ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ଯାତ୍ରା।

Advertisment

Animation Cartoon Natia