Advertisment

ପୁଟିନ ବିରୋଧୀ ଓଡ଼ିଶାରେ ମଲେ କେମିତି?

ରାୟଗଡ଼ାରେ ମୃତ୍ୟୁ ବିଶ୍ୱରେ ଚର୍ଚ୍ଚା। ଓଡ଼ିଶାରେ ପଡ଼ିଲାକି ପୁଟିନ ଇଫେକ୍ଟ? ବୁଲି ଆସିଥିଲେ ଚାରି, ମଲେଣି ଦୁଇ। କିଏ ହୃଦଘାତରେ ମଲାଣି ତ କିଏ ରକ୍ତ ଜୁଡୁବୁଡୁ ହୋଇ ହାରିଲାଣି ଜୀବନ। ତେବେ ଓଡ଼ିଶାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ଅନେକ ତନାଘନା ହେଉଛି।

author-image
Debendra Prusty
ପୁଟିନ ବିରୋଧୀ ଓଡ଼ିଶାରେ ମଲେ କେମିତି?

anton

ରାୟଗଡ଼ାରେ ମୃତ୍ୟୁ ବିଶ୍ୱରେ ଚର୍ଚ୍ଚା। ଓଡ଼ିଶାରେ ପଡ଼ିଲାକି ପୁଟିନ ଇଫେକ୍ଟ? ବୁଲି ଆସିଥିଲେ ଚାରି, ମଲେଣି ଦୁଇ। କିଏ ହୃଦଘାତରେ ମଲାଣି ତ କିଏ ରକ୍ତ ଜୁଡୁବୁଡୁ ହୋଇ ହାରିଲାଣି ଜୀବନ। ତେବେ ଓଡ଼ିଶାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ଅନେକ ତନାଘନା ହେଉଛି।

Advertisment

Pavel Anton Putin Russia Mp