Advertisment

ପୁଟିନ ବିରୋଧୀ ଓଡ଼ିଶାରେ ମଲେ କେମିତି?

ରାୟଗଡ଼ାରେ ମୃତ୍ୟୁ ବିଶ୍ୱରେ ଚର୍ଚ୍ଚା। ଓଡ଼ିଶାରେ ପଡ଼ିଲାକି ପୁଟିନ ଇଫେକ୍ଟ? ବୁଲି ଆସିଥିଲେ ଚାରି, ମଲେଣି ଦୁଇ। କିଏ ହୃଦଘାତରେ ମଲାଣି ତ କିଏ ରକ୍ତ ଜୁଡୁବୁଡୁ ହୋଇ ହାରିଲାଣି ଜୀବନ। ତେବେ ଓଡ଼ିଶାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ଅନେକ ତନାଘନା ହେଉଛି।

ପୁଟିନ ବିରୋଧୀ ଓଡ଼ିଶାରେ ମଲେ କେମିତି?

anton

Advertisment

ରାୟଗଡ଼ାରେ ମୃତ୍ୟୁ ବିଶ୍ୱରେ ଚର୍ଚ୍ଚା। ଓଡ଼ିଶାରେ ପଡ଼ିଲାକି ପୁଟିନ ଇଫେକ୍ଟ? ବୁଲି ଆସିଥିଲେ ଚାରି, ମଲେଣି ଦୁଇ। କିଏ ହୃଦଘାତରେ ମଲାଣି ତ କିଏ ରକ୍ତ ଜୁଡୁବୁଡୁ ହୋଇ ହାରିଲାଣି ଜୀବନ। ତେବେ ଓଡ଼ିଶାରେ ରୁଷୀୟ ନାଗରିକଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ଅନେକ ତନାଘନା ହେଉଛି।

Advertisment

Putin Pavel Anton Russia Mp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe