/odisha-reporter/media/post_attachments/uploads/2022/08/vacancy.jpg)
vacancy
ସ୍କୁଲରେ ଶିକ୍ଷକ ନାହାନ୍ତି। ସ୍କୁଲଘରର ହେଉଛି ଆଧୁନିକରଣ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ରୋଗୀ ହେଉଛନ୍ତି ଛଟପଟ। ଆଉ କେତେଦିନ ଚାଲିବ ବିନା ସେବକରେ ସେବା? ଓଡ଼ିଶା ସରକାରରେ ପ୍ରାୟ ଅଢ଼େଇ ଲକ୍ଷ ପଦବୀ ଖାଲି। ସରକାର ଓଡ଼ିଆ ଯୁବକଯୁବତୀଙ୍କୁ ସେହିସବୁ ପଦରେ ନିଯୁକ୍ତି ନଦେଇ ଅଳ୍ପ କେଇ ଜଣ ଠିକା କର୍ମଚାରୀ ରଖି କାମ ଚଳେଇ ନେଉଛନ୍ତି। ଏଣେ ଓଡ଼ିଆ ଯୁବପିଢ଼ି ବେକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
